କରୋନା ମୁକାବିଲା ପାଇଁ
ଶକ୍ତି ଅନୁଷ୍ଠାନ ତରଫରୁ ସି.ଡବ୍ଲୁ.ଏସ୍ ଅନୁଷ୍ଠାନର ଆର୍ଥିକ ସହାୟତାରେ ଆଦିବାସୀ ଅଧ୍ୟୁଷିତ
ରାୟଗଡା ବ୍ଲକର ତାଡମା ଓ ଗାଜିଗାଁ ପଞ୍ଚାୟତର ଚଉଦଟି ଗ୍ରାମରେ ଜନ ସଚେତନତା ସହ ୧୧୦୦ ପରିବାରକୁ
ପରିଚ୍ଛନ୍ନତା ସାମଗ୍ରୀ ଓ ମାସ୍କବଣ୍ଟନ
କରାଯାଇଥିଲା। ୨୫ଟି ଅତି ଅସହାୟ ପରିବାରକୁ ଶୁଖିଲା
ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏହା ସହ ଗୃହବନ୍ଦୀ ସମୟରେ ଘରେ ଆତ୍ମନିଯୁକ୍ତି ସହ
କିଭଳି ମାସ୍କ ପ୍ରସ୍ତୁତି କରିବେ ତା ଉପରେ ତାଲିମ ଦିଆଯାଇଥିଲା। ଏହି ଅବସରରେ ମାସ୍କ ବ୍ୟବହାର ଓ ହାତ ଧୁଆ ବିଷୟରେ ନାଥମା, ପେରିଗାଁ, କୋଲିଙ୍ଗି ,ଗଡ଼ବା,
ଚିନ୍ତାଲିଗୁଡ଼ା , ରାପା, ଲୁହାଖାଲ,
ସିଙ୍ଗିପୁଟ, ଗୌଡ଼ଖିଲମ, ଚକ୍ରପାଡ଼ୁ,
ହିର୍ଷାମୟୀ, ଗାଜିଗାଁ, ଗୋପାଳପୁର,
ଚମ୍ପିକୋଟା ଗ୍ରାମରେ ଚାରି ଦିନ ବ୍ୟାପୀ ସଚେତନତା କରାଯାଇଥିଲା। । ଅନୁଷ୍ଠାନର କର୍ମୀମାନେ ଲୋକ
ମାନଙ୍କୁ କରୋନା ରୋଗ କଣ କିପରି ବ୍ୟାପେ ଆଦି ବୁଝାଇବା ସହ ସାମାଜିକ ଦୂରତ୍ୱ ରଖିବା, ମୁହଁ ଢାଙ୍କିବା ଓ
ହାତଗୋଡର ପରିଚ୍ଛନ୍ନତା ରଖିବା ଉପରେ ବୁଝାଇଥିଲେ । ଉକ୍ତ ଗ୍ରାମ ଗୁଡିକରେ ଶକ୍ତି ଅନୁଷ୍ଠାନ ତରଫରୁ କରୋନା ଉପରେ ସରକାରଙ୍କ
ପ୍ରଦତ୍ତ ସାମାଜିକ ବାର୍ତ୍ତା ବହନ କରୁଥିବା
ଫ୍ଲେକ୍ସ ମରାଯାଇଥିଲା । ସରକାରଙ୍କ ପ୍ରଦତ୍ତ ନିୟମ ମାନି ଚଳିବା ସହ କରୋନା ମୁକାବିଲାରେ ସାମିଲ
ହେବାକୁ ଲୋକଙ୍କୁ ସଚେତନ କରାଯାଇଥିଲା ।
May 3, 2020
December 23, 2019
OPEN DISCUSSION OF ELECTED WOMEN PANCHAYATRAJ REPRESENTATIVES
WITH M.L.A OF GUNUPUR…
It was a day of great opportunity for the elected women
panchayatraj representatives of Ramanaguda block to have interaction with M.L.A
of Gunupur block Mr. Raghunath Gamango.
This programme was
arranged jointly by Shakti organisation and ALIVA (A block level federation of
elected women panchayat raj representatives) like Sarpanch, Word member, Word
Savya of Ramanaguda block at SRDTC (Shakti Research Development Training
Centre) Ramanaguda.
Where the members have
an open discussion on the issues they have in their villages and panchayats and
their problems with the M.L.A. directly. The president Susila Nimala, Secretary
Sukanti Huika of ALIVA group presented the memorandum of their demands to
Mr.Raghunath Gomango. He also promised to solve it shortly.
Labels:
THP
October 3, 2019
Celebration of International Elders Day....
International day of elder persons is celebrated for the senior citizens all across the world to focus on the responsibilities towards their lives.
1st October 2019 was also celebrated in our Senior citizens Home in a grand manner where District Collector, Senior government officials, Students and teachers of Vignan vidyalaya attended the programme along with staffs of SHAKTI.
1st October 2019 was also celebrated in our Senior citizens Home in a grand manner where District Collector, Senior government officials, Students and teachers of Vignan vidyalaya attended the programme along with staffs of SHAKTI.
It was a great pleasure that the students performed
marvelous cultural programmes which was heart touching. Accompanied with such
different programmes , Health camp was also organised there for our inmates. District Collector has distributed snacks,
towels, T-shirts, foot mats to all the
inmates and a inverter to the Senior Citizen Home.
A smile on the face of those who always live
their life for their children made all the faces cheerful again there......
Subscribe to:
Posts (Atom)

