October 1, 2021

International Elders Day Celebrated



The International Day of Older Persons is observed on October 1st is celebrated in the premises of 'Matrushakti' Senior Citizens' Home, Rayagada with fan and fare. An event was organised where Mr. Yogendra Agrawal, Commandant, 3rd battalion BSF attended as Chief Guest. In his speech Mr. Agrawal told that,  Elderly people are full of wisdom, experience and knowledge and we are fortunate to have them around us in our families and neighborhood. They motivate us to do better in our lives and also warn us of the possible dangers we are unaware of. We always approach old people for guidance and support whenever and wherever possible. Unfortunately, many times, we tend to ignore or forget them due to our busy life schedules.

Cultural event also organized in the eve of International Elders Day. All senior Citizens of Matrushakti Senior Citizens Home actively participated in the event. Superintendent Mr. Prabhakar Panda along with team co-ordinated the function.


August 29, 2021

ଶୁଖିଲା ଖାଦ୍ୟ ରିଲିଫ ବଣ୍ଟନ

 

ଗୁଣୁପୁର ବ୍ଲକ ଅନ୍ତର୍ଗତ, ସଗଡା ଓ ଆବଡା ପଞ୍ଚାୟତ ର ୨୦ ଗୋଟି ଗ୍ରାମ ରେ ବସବାସ କରୁଥିବା ୧୪୩୦ ଲାଞ୍ଜିଆ ସୌରା ସମ୍ପ୍ରଦାୟ ପରିବାର ବର୍ଗଙ୍କୁ କୋଭିଡ ପରିପ୍ରେଖୀ ରେ ଶୁଖିଲା ଖାଦ୍ୟ ରିଲିଫ ବଣ୍ଟନ କରଯାଇଥିଲା ଏଥିରେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଶ୍ରୀ ଚୈତନ୍ୟ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ  ସଗଡା ପଞ୍ଚାୟତର ସରପଞ୍ଚ ଶ୍ରୀ ଜିତେନ୍ଦ୍ର ଶବର ଓ ଆବଡା ପଞ୍ଚାୟତ ର ଶ୍ରୀମତୀ ସଂଗୀତା ଦଳବେହେରା  ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଲୋକଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ ଶୁଖିଲା ଖାଦ୍ୟ ପୁଡିଆରେ ଚିନି, ଲୁଣ, ଚୂଡା, ଖାଇବା ତେଲ, ଆଳୁ, ପିଆଜ, ସୋୟାବଢି, ଦେହଲଗା ସାବୁନ, କପଡା ସଫା ସାବୁନ, ଇତ୍ୟାଦି ବଣ୍ଟନ କରଯାଇଥିଲା ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକୁରିଟୀ ଅନୁଷ୍ଠାନର ସହାୟତାରେ, ସ୍ତାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶକ୍ତି ଦ୍ଵାରା କୋଭିଡ ପରିପ୍ରେଖୀରେ ରୋଜଗାର ହରେଇଥିବା ଲାଞ୍ଜିଆ ସୌରା ସମ୍ପ୍ରଦାୟ ପରିବାର ବର୍ଗଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରଯାଇଥିଲା ବଣ୍ଟନ କାର୍ଯ୍ୟକ୍ରମକୁ ଶକ୍ତି-ଓପିଲିପିର ଟିମ ଲିଡର ଶ୍ରୀ ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ